୮-୦ ଲକ୍ଷ୍ୟ ହେଲା ସଫଳ

ଭାରତ ଅହମଦାବାଦ ସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଶ୍ଵକପରେ ଆଉ ଏକ ପାଦ ଆଗକୁ ବଢ଼ିଛି । ଏଥି ସହିତ ପାକିସ୍ତାନକୁ ବିଶ୍ଵକପରେ ଲଗାତର ୮-୦ ଥର ହରାଇବାରେ ଏକ ବିରଳ କୀର୍ତ୍ତି ସ୍ଥାପନ କରିଛି । ମା’ଙ୍କ ଆଗମନ ତଥା ପବିତ୍ର ମହାଳୟା ଅବସରରେ ଏହି ବିଜୟ ଭେଟି ଦେଇଥିବାରୁ ସମ୍ପୂର୍ଣ୍ଣ ଟିମ୍‌କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ।

worldcup2023 #cwc2023 #IndvsPak #IndiaWon

#jaleswar

Leave a Reply

Your email address will not be published. Required fields are marked *