||ଭୟାବହ ଅଗ୍ନିକାଣ୍ଡ ଜଳିଗଲା ଲକ୍ଷାଧିକ ଟଙ୍କାର ଧନସମ୍ପତି||

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରାଞ୍ଚଳ 7 ନମ୍ବର ୱାର୍ଡ ର ଖଗେନ୍ଦ୍ର ରଣାଙ୍କ ଘରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ। ହେଲେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Leave a Reply

Your email address will not be published. Required fields are marked *