ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି

ଜୁନ ୧ତାରିଖ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନ ।ତେଣୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି । ସେ ଆସନ୍ତାକାଲି ବାରିପଦା ,ବାଲେଶ୍ଵର ଓ କେନ୍ଦ୍ରାପଡାରେ ପ୍ରଚାର କରିବେ ।

Leave a Reply

Your email address will not be published. Required fields are marked *