ଆଜିଠାରୁ ପୁଣି ରାଜ୍ୟରେ ବଢିବ ତାତି ।

ଆଜିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ଆଗାମୀ ୫ ଦିନରେ ଖରା ଓ ଗ୍ରୀଷ୍ମପ୍ରବାହ ସହ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନାଦେଲେ ପାଣିପାଗ ବିଭାଗ । ଆଜିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗିରହିବ ଗୁଳୁଗୁଳି ।

Leave a Reply

Your email address will not be published. Required fields are marked *