ଭକ୍ତି ,ପ୍ରେମ ଓ ବିଶ୍ଵାସର ପର୍ବ ପବିତ୍ର ସାବିତ୍ରୀ ଅମାବାସ୍ୟା

ଆଜି ପବିତ୍ର ସାବିତ୍ରୀ ବ୍ରତ ।  ଆମ ଓଡ଼ିଆ ଘରର ମହାନ ପରମ୍ପରା ତଥା ଆମ ସଂସ୍କୃତିର ଅନନ୍ୟ ପର୍ବ ସାବିତ୍ରୀ ବ୍ରତ।  ସ୍ଵାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିବେ ସ୍ତ୍ରୀ । ସଧବାର ସମ୍ପତି ଶଙ୍ଖା ,ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିବେ ପତ୍ନୀ ।

Leave a Reply

Your email address will not be published. Required fields are marked *