ସରକାର ଗଠନ ପାଇଁ ରାଷ୍ଟ୍ରପତି ଙ୍କୁ ଭେଟିବେ ସମସ୍ତ ଏନଡ଼ିଏ ନେତା ।

ଜୁନ ୭ ରେ ରାଷ୍ଟ୍ରପତିଙ୍କୁ ଭେଟିବେ ସମସ୍ତ ଏନଡ଼ିଏ ନେତା । ସମର୍ଥନ ପତ୍ର ସହ ସରକାର ଗଠନ ପାଇଁ କରିବେ ଦାବି । ରାଷ୍ଟ୍ରପତିଙ୍କ ତରଫରୁ ଏହି ନେତା ମାନଙ୍କୁ ଜୁନ ୭ ତାରିଖ ସନ୍ଧ୍ୟା ୫ ଟା ରୁ ୭ ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *