ଆସନ୍ତା ୧୦ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ଜନତା ମଇଦାନରେ ଆସନ୍ତା ୧୦ ତାରିଖରେ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ ହେବ । ୩୦ ହଜାରରୁ ଅଧିକ ଜନତାଙ୍କ ଗହଣରେ ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନେବେ ଶପଥ ।

Leave a Reply

Your email address will not be published. Required fields are marked *