ହ୍ଵାଟସପ ରେ ନୂଆ ଅପଡେଟ

ଖୁବଶୀଘ୍ର ହ୍ଵାଟସପରେ ନୂଆ ଅପଡେଟ ଆଣୁଛି ମେଟା, ଏଣିକି ଏଆଇ ସହ ମିଳିବ ବ୍ଲୁ ଟିକ ର ସୁବିଧା । ଏହି ଦୁଇ ଫିଚରକୁ ପ୍ରଥମେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯିବ । ହ୍ଵାଟସପ ବିଜନେସ ଆକାଉଣ୍ଟ ପାଇଁ କଲ ସପୋର୍ଟ ମଧ୍ୟ ଆଣିବ କମ୍ପାନୀ ।

Leave a Reply

Your email address will not be published. Required fields are marked *