ଚଳିତବର୍ଷ ୧୩ ଦିନରେ ସରିବ ଅଣସର ନୀତି

ଦୀର୍ଘ ୫୩ ବର୍ଷ ପରେ ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନରେ ସରିବ ଅଣସର ନୀତି । ଯେଉଁଦିନ ନେତ୍ରୋତ୍ସବ,ସେହିଦିନ ପଡୁଛି ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେବେ ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ୯ ଦିନରେ ଶେଷ ହବ ।  

Leave a Reply

Your email address will not be published. Required fields are marked *