ମ୍ୟୁଚୁଆଲ ଫଣ୍ଡ ଲୋକଙ୍କର ନିବେଶର ନୂଆ ମାଧ୍ୟମ

ମ୍ୟୁଚୁଆଲ ଫଣ୍ଡ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ନିବେଶର  ନୂଆ ମାଧ୍ୟମକୁ ଲୋକେ କରୁଛନ୍ତି ପସନ୍ଦ । ଏଥିପାଇଁ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦୁଇ ମାସରେ ହିଁ ୮୧ଲକ୍ଷରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ ସହ ଯୋଡି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *