ପଶ୍ଚିମବଙ୍ଗରେ ମର୍ମନ୍ତୁତ ଟ୍ରେନ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଙ୍ଗ ଜିଲ୍ଲା ସିଲିଗୁଡି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ସହ ମାଲବାହୀ ଟ୍ରେନ ଧକ୍କା । ରେଳଧାରଣାରୁ ଖସିପଡିଲା ବଗି । ରଙ୍ଗପାଣି ରେଳଷ୍ଟେସନରେ ଭୟଙ୍କର  ଦୁର୍ଘଟଣା ହୋଇଛି । ରେଳକର୍ମଚାରୀ ଖବର ପାଇଲା ପରେ ସେଠାରେ ସୁରକ୍ଷା କର୍ମୀ ସହ ଆମ୍ବୁଲାନ୍ସ ପହଞ୍ଚିଯାଇଥିଲେ । ସୁରକ୍ଷାକର୍ମୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଆରମ୍ଭ କରିଥିଲେ । ଏଥିରେ ଏବେ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଥିଲାବେଳେ ବହୁତ ଜଣ ଗୁରୁତର ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *