ଆଜିଠାରୁ କିଛି ଜିଲ୍ଲାରେ ସାଢେ ୬ ରୁ ସାଢେ ୧୦ଟା ଯାଏ ସ୍କୁଲ ରେ ପାଠ ପଢା ଆରମ୍ଭ   

ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ପାଗ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନବା ପାଇଁ । ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେବେ  ଜିଲ୍ଲାପାଳ ।  ଜିଲ୍ଲାପାଳଙ୍କ ନିଷ୍ପତ୍ତି,ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଦେଖି ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର । ପାଗ ଅନୁକୂଳ ଥିବା ଜିଲ୍ଲାରେ ଆଜିଠାରୁ ସକାଳ ସାଢେ ୬ରୁ ସାଢେ ୧୦ଟା ଯାଏ ଚାଲିବ ପାଠପଢା ।

Leave a Reply

Your email address will not be published. Required fields are marked *