ଦୁବାଇରେ ଓଡ଼ିଶାର ‘ଆମ୍ରପଲ୍ଲି’ ଆମ୍ବ

ଅନ୍ତଃରାଷ୍ଟ୍ରୀୟ ବଜାରରେ ଓଡିଶାର ‘ଆମ୍ରପଲ୍ଲୀ’ ଆମ୍ବ ରହିଛି ବେଶ ଚାହିଦା । ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି।

Leave a Reply

Your email address will not be published. Required fields are marked *