ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓଡିଆରେ ହେବ ରାଜ୍ୟ ଶାସନ

ଗୁରୁବାର ଦିନ ଠାରୁ ଲୋକସଭା ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ଭାଷା ଓଡିଆରେ ହେବ ରାଜ୍ୟ ଶାସନ । ମୁଖ୍ୟମନ୍ତ୍ରୀ କହିଛନ୍ତି ସାଂସ୍କୃତିକ ବିକାଶ କୁ ଗୁରୁତ୍ଵ ଦିଆଯିବ । ଓଡିଆ ଅସ୍ମିତାର ପ୍ରତିଷ୍ଠା ,ବିକାଶ ଓ ପ୍ରସାର କୁ ଗୁରୁତ୍ଵ ଦିଆଯିବ । ସମସ୍ତ ସରକାରୀ କାମ ଓଡିଆରେ ହେବ । ଭାଷା କମିଶନ ମଧ୍ୟ ଗଠନ ହେବ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଓଡିଆ ଭାଷାରେ ନଥି ପ୍ରସ୍ତୁତ କରି ଆଣିବାକୁ ।

Leave a Reply

Your email address will not be published. Required fields are marked *