ବିଟ୍ରେନରେ ସରିଲା ସୁନକ ରାଜ

ବିଟ୍ରେନରେ ସରିଲା ସୁନକ ରାଜ । କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେର୍ ଷ୍ଟାରମର ହେବେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *