ବଜାରକୁ ଆସିଲା ପ୍ରଥମ ସିଏନଜି ବାଇକ୍‌ Freedom 125

ବଜାରକୁ ଆସିଲା ଦୁନିଆର ପ୍ରଥମ ସିଏନଜି ବାଇକ୍‌ । ଶୁକ୍ରବାର, ମୋଟର ସାଇକେଲ ନିର୍ମାତା କମ୍ପାନି ବଜାଜ୍‌ ଲଞ୍ଚ କରିଛି ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ । କେବଳ ଦେଶ ନୁହେଁ ଏହି ବାଇକ୍‌ ହେଉଛି ଦୁନିଆର ସବୁଠୁ ଅଧିକ ମାଇଲେଜ ଦେଉଥିବା ମୋଟରସାଇକେଲ । ନାଁ ହେଉଛି Freedom 125 CNG।

Leave a Reply

Your email address will not be published. Required fields are marked *