ରାଷ୍ଟ୍ରପତି ପୁଟିନ ପିଏମ୍ ମୋଦୀଙ୍କୁ ସ୍ୱାଗତ କଲେ

ମସ୍କୋରେ ପିଏମ୍ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ରାଷ୍ଟ୍ରପତି ପୁଟିନ, ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍‌ରେ କରାଗଲା ସମ୍ମାନିତ l ଏକାଠି କଲେ ରାତ୍ରିଭୋଜନ l ଆଜି ରୁଷ ରାଷ୍ଟ୍ରପତିଙ୍କ ସହ ୨୨ତମ ରୁଷ-ଭାରତ ବାର୍ଷିକ ଶିଖର ସମ୍ମିଳନୀରେ ଦେବେ ଯୋଗ l

Leave a Reply

Your email address will not be published. Required fields are marked *