ଫିଲ୍ମ ‘କଲକି 2898 AD’ ବକ୍ସ ଅଫିସରେ ରଚିଲା ଇତିହାସ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘କଲକି 2898 AD’ ବକ୍ସ ଅଫିସରେ ରଚିଲା ଇତିହାସ, ୫୦୦ କୋଟି କ୍ଲବରେ ହେଲା ସାମିଲ l ମାତ୍ର ୧୧ ଦିନ ମଧ୍ୟରେ ଏହି ଫିଲ୍ମ ସାରା ଦେଶରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *