ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ  କମିଟି ବୈଠକ

ଦୀର୍ଘ ବର୍ଷର ହେବ ଅନ୍ତ, ଆଜି ବସିବ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ, ଧାର୍ଯ୍ୟ ହୋଇପାରେ ତାରିଖ। ୪୬ ବର୍ଷର ଅନ୍ତଘଟାଇ ଆଜି ଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ସଂପର୍କରେ ଧାର୍ଯ୍ୟ ହୋଇପାରେ ମୋଡ଼ାଲିଟି।

Leave a Reply

Your email address will not be published. Required fields are marked *