ଆଜି ଦେଶବ୍ୟାପୀ ଭୋଟ ଗଣତି ଜାରି

ମହାରାଷ୍ଟ୍ର ବିଧାନ ପରିଷଦର ୧୧ ଆସନ ପାଇଁ ହୋଇଥିବା ନିର୍ବାଚନ ଫଳାଫଳ ସାମନାକୁ ଆସିଛି । ଏନଡିଏର ସମସ୍ତ ୯ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥିରେ ବିଜେପିର ୫, ଶିବସେନା (ସିନ୍ଦେ ଗୋଷ୍ଠୀ)ର ୨ ଏବଂ ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର ୨ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ଜଣେ ପ୍ରାର୍ଥୀ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *