ବେଆଇନ କୋଠା ଭାଙ୍ଗିବେ ସରକାର

ଭୁବନେଶ୍ଵର: ବେଆଇନ କୋଠାରେ ବୁଲିବ ବୁଲଡୋଜର, ସରକାରୀ ଜାଗାରେ ନିର୍ମିତ ବେଆଇନ କୋଠା ଭାଙ୍ଗିବେ ସରକାର, ଜବରଦଖଲ ନେଇ ଏପରି ପ୍ରତିକ୍ରିୟା ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।

Leave a Reply

Your email address will not be published. Required fields are marked *