ସେନସେକ୍ସ ୮୧,୦୦୦ ସ୍ତର ପାର

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଗୁରୁବାର ଟ୍ରେଡିଂ କାଳରେ ପୁଣି ଥରେ ଇତିହାସ ରଚିଛି। ସେନସେକ୍ସ ପ୍ରଥମ ଥର ୮୧,୦୦୦ ସ୍ତର ପାର କରିଯିବାକୁ ସକ୍ଷମ ହୋଇଛି। 

Leave a Reply

Your email address will not be published. Required fields are marked *