ଆସାମ ସରକାର ମୁସ୍ଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରିଛନ୍ତି

ଆସାମ ସରକାରଙ୍କ ଦ୍ୱାରା ଆସାମ ମୁସ୍ଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି। ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମା କହିଛନ୍ତି ଯେ ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିବା।

Leave a Reply

Your email address will not be published. Required fields are marked *