ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୨୮ ଜୁଲାଇ ୨୦୨୪ରେ ପ୍ରସାରଣ ହେବାକୁ ଥିବା ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଆପଣମାନେ ମଧ୍ୟ ଆପଣଙ୍କ ମତାମତ MyGov କିମ୍ବା NaMo App ରେ ପୋଷ୍ଟ କରିପାରିବେ କିମ୍ବା ଆପଣଙ୍କ ବାର୍ତ୍ତା 1800-11-7800 ରେ ରେକର୍ଡ କରିପାରିବେ।

Leave a Reply

Your email address will not be published. Required fields are marked *