ଆଜିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ

ଆଜିଠାରୁ ମୋହନ ସରକାରଙ୍କ ଆରମ୍ଭ ହେବ ପ୍ରଥମ ବଜେଟ୍‌ ଅଧିବେଶନ । ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି,ଜଗିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଚଳିତ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ୨୫ ତାରିଖରେ ବଜେଟ ଉପସ୍ଥାପନ କରିବେ ସରକାର l ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ନବୀନ ।

Leave a Reply

Your email address will not be published. Required fields are marked *