Sense and Sensible
ଆଜି ଶ୍ରାବଣ ପ୍ରଥମ ସୋମବାର, ଜଳାଭିଷେକ ପାଇଁ ପ୍ରତି ଶୈବପୀଠରେ ଲାଗିଲା କାଉଡିଆଙ୍କ ଭିଡ l ଭକ୍ତମାନେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ଉପରେ କଲେ ଜଳାଭିଷେକ l ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି l
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.