ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କଲେ ୨୦୨୪-୨୫ଆର୍ଥିକ ବର୍ଷର ବଡ ବଜେଟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କଲେ ୨୦୨୪-୨୫ଆର୍ଥିକ ବର୍ଷ ଲାଗି ବିଶାଳ ତଥା ସର୍ବକାଳୀନ ବଡ଼ ବଜେଟ୍ । ବଜେଟ୍‌ର ଆକାର ୨ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ବଜେଟ୍‌ ଠାରୁ ଏହା ୧୫% ଅଧିକ  । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ୨ ଘଣ୍ଟା ୮ ମିନିଟ୍ ଧରି ପଢ଼ିଲେ ପୂର୍ଣ୍ଣାଙ୍ଗ ବଜେଟ୍ । ଗରିବ, କୃଷକ, ମହିଳା, ଯୁବକଙ୍କ ଉପରେ ରହିଲା ଫୋକସ l

Leave a Reply

Your email address will not be published. Required fields are marked *