ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫

ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ l ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା ।

Leave a Reply

Your email address will not be published. Required fields are marked *