ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯଜୋନା ପାଇଁ ରୋଡ୍ ମ୍ୟାପ୍ ହେଲା

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯଜୋନା, ଗ୍ରୀନ ଜବ ସେକ୍ଟର ପାଇଁ ରୋଡ୍ ମ୍ୟାପ୍ ହେଲା ପ୍ରସ୍ତୁତ l କହିଲେ ଏହା ମୋର ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ହେବ ଦେଶ l ଏହି ନିଷ୍ପତ୍ତି ଦେଶରେ ଏକ ବିପ୍ଳବ ଆଣିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave a Reply

Your email address will not be published. Required fields are marked *