ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ହେଲା ପାସ୍

ଉତ୍ତର ପ୍ରଦେଶ ବିଧାନସଭାରେ ଲଭ୍‌-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ହେଲା ପାସ୍ l ଏଣିକି ଯଦି କେହି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ ଅନ୍ୟଜଣେ ବ୍ୟକ୍ତିଙ୍କ ଉପରେ ଅର୍ଥ ବଳ, ବାହୁ ବଳ, ଆକ୍ରମଣ, କିମ୍ବା ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଷଡ଼ଯନ୍ତ୍ର କରେ ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *