କଟିବ ଭୂତ ହିତାଧିକାରୀଙ୍କ ନାଁ

କଟିବ ବଡ଼ବଡ଼ିଆଙ୍କ ରାସନ କାର୍ଡ଼ । ତାଲିକାରୁ କଟିବ ୧୬ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁ । ଚାଉଳ ପାଉନଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ କାର୍ଡ । ପଞ୍ଚାୟତ ଅଫିସ ଆସିପାରୁ ନଥିବା ହିତାଧୀକାରୀଙ୍କ ଘରେ ପହଞ୍ଚିବ ଚାଉଳ । ବିଧାନସଭାରେ ଏମିତି ତଥ୍ୟ ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃ୍ଷ୍ଣଚନ୍ଦ୍ର ପାତ୍ର l

Leave a Reply

Your email address will not be published. Required fields are marked *