ଉତ୍ତରପ୍ରଦେଶରୁ ଆସିଲା ଆଳୁ

ମମତାଙ୍କୁ ଝଟକା ଦେଲେ ଓଡିଶା ସରକାର, ଉତ୍ତରପ୍ରଦେଶରୁ ଆସିଲା ଆଳୁ l ଭବିଷ୍ୟତରେ ଖାଉଟିଙ୍କ ଆବଶ୍ୟକତା ପୂରଣ ପାଇଁ ଆଳୁ ଅମାଦାନୀ ଜାରି ରଖିବେ । ସେପଟେ ଯୋଗାଣମନ୍ତ୍ରୀ କହିଲେ ପଶ୍ଚିମବଙ୍ଗ ନୁହେଁ, ଏଣିକି ଉତ୍ତରପ୍ରଦେଶରୁ ଆଳୁ କିଣିବ ଓଡ଼ିଶା l

Leave a Reply

Your email address will not be published. Required fields are marked *