ଭୁବନେଶ୍ୱର-ହାଇଦ୍ରାବାଦ ସିଧାସଳଖ ବିମାନ ସେବାର ହେଲା ଶୁଭାରମ୍ଭ

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭୁବନେଶ୍ୱର-ହାଇଦ୍ରାବାଦ ସିଧାସଳଖ ବିମାନ ସେବାର ହେଲା ଶୁଭାରମ୍ଭ l ଏଥି ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବେ ଭୁବନେଶ୍ୱରକୁ ୭ଟି ସ୍ଥାନ ଏବଂ ହାଇଦ୍ରାବାଦକୁ ୧୯ଟି ସ୍ଥାନ ସହ ଯୋଡ଼ିବ ।

Leave a Reply

Your email address will not be published. Required fields are marked *