ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମସ୍ତକରେ ପାନପତ୍ର ଆକାରର ହୀରା, ସୁନା ସହ ଅନ୍ୟାନ୍ୟ ଧାତୁରେ ପ୍ରସ୍ତୁତ ୧୨୫ ଭରିର ହେଲା ସୁବର୍ଣ୍ଣ ଚିତା ଲାଗି l ଠାକୁର ପ୍ରଭୁ ନାରାୟଣ ଶ୍ରୀମନ୍ଦିରରୁ ପାଲିଙ୍କିରେ ମହୋଦଧି କୁ ବିଜେ କରି ସ୍ନାନ ସାରି ପୁନର୍ବାର ଫେରିଲେ ଶ୍ରୀମନ୍ଦିର l

Leave a Reply

Your email address will not be published. Required fields are marked *