ସିବିଏସ୍‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା

ଏଣିକି ସିବିଏସ୍‌ଇ ଢାଞ୍ଚାରେ ହେବ +୨ ପରୀକ୍ଷା l ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ । ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ ମାର୍କ ଆସିବ ।

Leave a Reply

Your email address will not be published. Required fields are marked *