ଆମେରିକାର ଫ୍ଲୋରିଡାରେ ଘୂର୍ଣ୍ଣିଝଡ଼

ଫ୍ଲୋରିଡାରେ ବ୍ୟାପକ କ୍ଷତି ଘଟାଇଲା ଘୂର୍ଣ୍ଣିଝଡ଼। ଗଲ୍ଫ ଉପକୂଳରେ କଲା ଲ୍ୟାଣ୍ଡଫଲ୍‌ l ଡେବି ହେଉଛି ଚଳିତ ବର୍ଷର ଚତୁର୍ଥ ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ l ସେପଟେ ଫ୍ଲୋରିଡାରେ ଜରୁରୀ ଘୋଷଣା କଲେ ଜୋ ବାଇଡେନ।

Leave a Reply

Your email address will not be published. Required fields are marked *