Sense and Sensible
ଭାରତ-ବାଂଲାଦେଶ ସମ୍ପର୍କ ମଜଭୁତ। ଭାରତ ଆସିବା ପୂର୍ବରୁ ଅନୁମତି ମାଗିଥିଲେ ହସିନା। ଭାରତ ସୀମା ହାଇ ଆଲର୍ଟରେ ଅଛି। ବାଂଲାଦେଶରେ ୧୯ ହଜାର ଭାରତୀୟ ଅଛନ୍ତି। ଭାରତର ୯ ହଜାର ଛାତ୍ରଛାତ୍ରୀ ବାଂଲାଦେଶରେ ଅଛନ୍ତି। ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.