ରାଜଧାନୀରେ ସୃଷ୍ଟି କରାଯିବ ଘଂଚ ଜଙ୍ଗଲ।

ରାଜଧାନୀରେ ସୃଷ୍ଟି କରାଯିବ ଘଂଚ ଜଙ୍ଗଲ। ଜାପାନର ମିୟାଓ୍ବାକି ପଦ୍ଧତିରେ ସୃଷ୍ଟି ହେବ ନଗର ବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ବରକୁ ସବୁଜ ଓ ସୁନ୍ଦର ସହରରେ ପରିଣତ କରିବାକୁ ବିଏମସି ଓ ନଗର ବନଖଣ୍ଡ ପକ୍ଷରୁ ଆରମ୍ଭ ହେଲା ପ୍ରୟାସ l

Leave a Reply

Your email address will not be published. Required fields are marked *