ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି

ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ କାଂସ୍ୟ ପଦକ  ଜିତି ଇତିହାସ ରଚିଛି। କାଂସ୍ୟ ପଦକ ମୁକାବିଲାରେ ଭାରତୀୟ ଦଳ ୨-୧ରେ ସ୍ପେନକୁ ମାତ୍ ଦେଇଛି। ହକିରେ ଭାରତର ଏହା   ହେଉଛି ଚତୁର୍ଥ କାଂସ୍ୟ ପଦକ ।

ଅଲିମ୍ପିକରେ ଭାରତୀୟ ହକି ଟିମ୍ ର ବିଜୟରେ PM ମୋଦି ପୋଷ୍ଟ କରି କହିଛନ୍ତି  -ଏପରି ଉପଲବ୍ଧି ଯାହାକୁ ଆଗାମୀ ପିଢୀ ମନେରଖିବେ ।

Leave a Reply

Your email address will not be published. Required fields are marked *