ଅବସର ଘୋଷଣା କଲେ ଭିନେଶ ଫୋଗଟ

ପ୍ରଚୁର ସମ୍ଭାବନାର ଐତିହାସିକ ଲଢ଼େଇ ପୂର୍ବରୁ ଅତି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ କୁସ୍ତି ମୈଦାନରୁ ଆଉଟ୍ ହେଲେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସ ଫାଇନାଲକୁ ଯାଇଥିବା ରେସଲର ଭିନେଶ ଫୋଗଟ୍ । ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ କରାଗଲା ଡିସକ୍ବାଲିଫାଏଡ୍ l ଦୁଖଦଃ ବିଦାୟ ପରେ ନିଜକୁ ଅବସର ଘୋଷଣା କଲେ ଭିନେଶ ଫୋଗଟ l

Leave a Reply

Your email address will not be published. Required fields are marked *