ଆଳୁ ସମସ୍ୟା ଦୂର କରିବା ପାଇଁ ମମତାଙ୍କୁ ଚିଠି ଲେଖିଲେ ମୋହନ ମାଝି

ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ହେଲେ କଥା। ଆଳୁ ଯୋଗାଣର ସମସ୍ୟା ଦୂର କରିବାକୁ ମମତାଙ୍କୁ କଲେ ଅନୁରୋଧ ।

Leave a Reply

Your email address will not be published. Required fields are marked *