ସରିଲା ପ୍ୟାରିସ୍ ଅଲିମ୍ପିକ୍ସ

ସରିଲା ପ୍ୟାରିସ୍ ଅଲିମ୍ପିକ୍ସ, ପଦକ ତାଲିକାର ଶୀର୍ଷରେ ପୁଣିଥରେ ରହିଲା ଆମେରିକା, ଭାରତ ରହିଲା ୭୧ତମ ସ୍ଥାନରେ l ଆମେରିକା ଏକମାତ୍ର ଦେଶ ଯିଏ ଚଳିତ ଥର ଅଲିମ୍ପିକ୍ସରେ ୧୦୦ରୁ ଅଧିକ ପଦକ ଜିତିଛି ।

Leave a Reply

Your email address will not be published. Required fields are marked *