ଆଜି ଭାରତ ବନ୍ଦ

ଆଜି ୨୪ଘଣ୍ଟିଆ ଭାରତ ବନ୍ଦ: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଲା ଗୃହ ବିଭାଗ। ଓଡ଼ିଶାରେ ପ୍ରଭାବହୀନ ହେବ ବୋଲି ଆକଳନ। ବସ ଚଳାଚଳ ସ୍ବାଭାବିକ ରହିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *