୧୮ ଆଇଏଏସ ଅଧିକାରୀଙ୍କ ଅଦଳ ବଦଳ

୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।ଦେଓ ରଞ୍ଜନ କୁମାର ସିଂହ: ସ୍ୱତନ୍ତ୍ର ରିଲିଫ୍ କମିଶନର,ଅନନ୍ୟା ଦାସ:ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓ ଶାଳିନୀ ପଣ୍ଡିତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ।

Leave a Reply

Your email address will not be published. Required fields are marked *