ରାଜ୍ୟର ୧୪ ଜିଲ୍ଲାକୁ ଭୂକମ୍ପ ଭୟ:

ବଢିଲା ଲୋକଙ୍କ ଟେନସନ୍, ଓଡ଼ିଶାରେ ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ବିପଦ। ଜିଲ୍ଲା ଗୁଡିକ ହେଉଛି, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

Leave a Reply

Your email address will not be published. Required fields are marked *