ସୁଭଦ୍ରା ଯୋଜନାକୁ ବାଜିଲା କ୍ୟାବିନେଟ୍‌ର ମୋହର

ସୁଭଦ୍ରା ଯୋଜନାକୁ ବାଜିଲା କ୍ୟାବିନେଟ୍‌ର ମୋହର । ଏସ୍‌ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ହେଲା ଧାର୍ଯ୍ୟ l ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା l

Leave a Reply

Your email address will not be published. Required fields are marked *