ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ପାଳନ ହୁଏ । ଦେଶବ୍ୟାପୀ ଆଜି ଏହି ପର୍ବ ପାଳନ କରୁଛନ୍ତି । ଏଥି ପାଇଁ ଗୋପ ବୃନ୍ଦାବନ ଠାରୁ ଆରମ୍ଭ କରି ମଥୁରା, ଦ୍ବାରକା ଓ ଅନ୍ୟ ବିଷ୍ଣୁମନ୍ଦିରରେ ଉତ୍ସାହ ଦେଖାଯାଇଛି।ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ ଅର୍ଥାତ ବାଳଗୋପାଳଙ୍କ ପୂଜାର୍ଚ୍ଚନା ହୋଇଥାଏ। ଶ୍ରଦ୍ଧାଳୁମାନେ ବ୍ରତରଖି ବାଳଗୋପାଳଙ୍କୁ ଝୁଲାଇଥାନ୍ତି। 

Leave a Reply

Your email address will not be published. Required fields are marked *