ଆଜିଠୁ ମରାହେବ ଦେଶୀ କୁକୁଡ଼ା

ଆଜିଠୁ ମରାହେବ ଦେଶୀ କୁକୁଡ଼ା ; ୩ଦିନରେ ପୋତାଗଲାଣି ୨୬ହଜାରରୁ ଅଧିକ କୁକୁଡା l ପୁରୀ ଜିଲ୍ଲା ପିପିଲିରେ ବ୍ଲାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଚାଲିଛି କୁକୁଡ଼ାମରା ଅଭିଯାନ। ବାର୍ଡଫ୍ଳୁ ଆତଙ୍କ ପାଇଁ ଓଡ଼ିଶା କୁକୁଡ଼ା ଯୋଗାଣ ଉପରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କଟକଣା ଜାରି l ଯାହାକୁ ନେଇ କୁକୁଡ଼ା ଚାଷୀ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଲେ ।

Leave a Reply

Your email address will not be published. Required fields are marked *