‘ସୁଭଦ୍ରା’ ଯୋଜନାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ବଡ ଘୋଷଣା

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ବଡ ଘୋଷଣା l ପରିବାରର ପ୍ରତି ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା l ୩ ବା ୪ ଜଣ ମହିଳା ଥିଲେ ବି ସମସ୍ତେ ପାଇବେ, ବିଧବା ମହିଳା ବା ଛାତ୍ର ବୃତ୍ତି ପାଉଥିବା ଝିଅ ମଧ୍ୟ ପାଇବେ ସୁଭଦ୍ରା ଟଙ୍କା l

Leave a Reply

Your email address will not be published. Required fields are marked *