୫ମ ଭାରତୀୟ ଭାବେ ICCର ଚେୟାରମ୍ୟାନ୍ ହେଲେ ଜୟ ଶାହ

୫ମ ଭାରତୀୟ ଭାବେ ICCର ଚେୟାରମ୍ୟାନ୍ ହେଲେ ଜୟ ଶାହ l ବର୍ତ୍ତମାନ ଯାଏଁ BCCIର ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ଜୟ ଶାହ ଡିସେମ୍ବର ୧ ତାରିଖରୁ ଆଇସିସିର ନୂଆ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

Leave a Reply

Your email address will not be published. Required fields are marked *